ବଦରିକା Badarikā

  • ସଂ. ବି. (ବଦ୍ ଧାତୁ= ସ୍ଥିର ରହିବା+ କର୍ତ୍ତୃ. ଅର+କ +ଅ) — ବଦର (ଦେଖ) — Badara (See)
  • ସଂ. ବି — ବଦରିକାଶ୍ରମ (ଦେଖ) — Badarikāṡrama (See)
  • ସଂ. ବି — ଏବେ ତୁ ଶୀଘ୍ରେ ଚଳ ଏକା ଆଶ୍ରମ ନାମେ ବଦରିକା। ଜଗନ୍ନାଥ. ଭାଗବତ।