ବଦନ ମଣ୍ଡଳ Badana maṇḍaḻa

  • ସଂ. ବି. ( 6 ଷ୍ଠୀ ତତ୍; ବଦନ+ମଣ୍ଡଳ) — ମୁଖ ମଣ୍ଡଳ; ଲଲାଟଠାରୁ ଓଠ ଓ ଏକ କର୍ଣ୍ଣଠାରୁ ଅନ୍ୟ କର୍ଣ୍ଣ ପର୍ଯ୍ୟନ୍ତ ବିସ୍ତୃତ ମୁଖର ଆୟତନ — The whole surface of one's face; the facial expression; the full outline of one's face