ବଦନ ପଦ୍ମ Badana padma

  • ସଂ. ବି. (ରୂପକ; ବଦନ+ ପଦ୍ମ) — ପଦ୍ମ ପରି ରମଣୀୟ ମୁଖ — A face as beautiful as the lotus
  • ସଂ. ବି. (ରୂପକ; ବଦନ+ ପଦ୍ମ) — [ଦ୍ର—ମୁଖବାଚକ ଅନ୍ୟାନ୍ୟ ଶବ୍ଦ ସଙ୍ଗେ ପଦ୍ମବାଚକ ଅନ୍ୟ ଶବ୍ଦର ସମାସରେ ଏହିପରି ଅନ୍ୟାନ୍ୟ ପଦ ମଧ୍ୟ ନିଷ୍ପନ୍ନ ହୁଏ।]