ବଦନ ଇନ୍ଦୁ Badana indu

  • ଦେ. ବି. (ରୂପକ; ବଦନ+ଇନ୍ଦୁ; ସଂ. ବଦନେନ୍ଦୁ) — ଚନ୍ଦ୍ର ସଙ୍ଗେ ତୁଳନା ଯୋଗ୍ୟ ମୁଖ; ମୁଖଚନ୍ଦ୍ର; ସୁନ୍ଦର ମୁଖ — A beautiful face (like the moon)
  • ଦେ. ବି. (ରୂପକ; ବଦନ+ଇନ୍ଦୁ; ସଂ. ବଦନେନ୍ଦୁ) — [ଦ୍ର—ମୁଖ ଅର୍ଥବୋଧକ ଅନ୍ୟାନ୍ୟ ଶବ୍ଦ ସଙ୍ଗେ ଚନ୍ଦ୍ର ପର୍ଯ୍ୟାୟର ଅନ୍ୟ ଶବ୍ଦମାନଙ୍କର ରୂପକ କର୍ମଧାରୟ ସମାସ ହୁଏ; ମୁଖଚନ୍ଦ୍ରମା, ମୁଖେନ୍ଦୁ।]