ବତ୍ସପାଳ Batsapāḻa

  • ସଂ. ବି—(ବତ୍ସ+ପାଳି ଧାତୁ+କର୍ତ୍ତୃ. ଅ) — ଗୋପାଳ; ଯେ ବାଛୁରୀ ଜଗେ — A cowherd
  • ସଂ. ବି—(ବତ୍ସ+ପାଳି ଧାତୁ+କର୍ତ୍ତୃ. ଅ) — ଶ୍ରୀକୃଷ୍ଣ — Name of Ṡrīṛushṇa