ବତ୍ସତର Batsatara

  • ସଂ. ବି. ପୁଂ—(ବତ୍ସ+ହ୍ରସ୍ୱାର୍ଥେ ତର) — ଗୋଶିଶୁ; ବାଛୁରୀ; ଅଣ୍ଡିରାବାଛୁରୀ; ଦାମୁଡ଼ି — A small calf; a steer
  • ସଂ. ବି. ପୁଂ—(ବତ୍ସ+ହ୍ରସ୍ୱାର୍ଥେ ତର) — ( 3 ବର୍ଷର ବାଛୁରୀ (ହି.ଶ) — (3ବର୍ଷର ବାଛୁରୀ (ହି.ଶ)— . A calf 3 years old