ବତ୍ସ ନାଭ Batsa nābha

  • ସଂ. ବି—(ବତ୍ସନାଭି+ତୁଲ୍ୟାର୍ଥେ. ଅ) — ସ୍ଥାବର ବିଷ— ବିଶେଷ; ମହୁରା — Aconite; Aconitum. Nepellum
  • ସଂ. ବି—(ବତ୍ସନାଭି+ତୁଲ୍ୟାର୍ଥେ. ଅ) — [ଦ୍ର—ଏହି ଗଛ ହିମାଳୟର ଅଳ୍ପ ଶୀତଳ ସ୍ଥାନରେ ହୁଏ। ଏହାର ପତ୍ର ବେଗୁନିଆ ପତ୍ରପରି, ଏହାର ଚେର ବାଛୁରିର ନାଭି ପରି, ଏ ବୃକ୍ଷ ପାଖେ ଅନ୍ୟ ଗଛ ଉଧାଏ ନାହଁ। ଏହାର ଚେର ବିଷ। ଏହିର ଚେର 3 ଦିନ ଗୋମୂତ୍ରରେ ସିଝାଇ, ଛାଲ କାଢ଼ି ସୋରିଷ ତେଲରେ ବତୁରାଇ ରଖିଲେ ଏହା ଶୋଧିତ ହୁଏ। ଉପଯୁକ୍ତ ମାତ୍ରାରେ ଏହା ରସାୟନ, ଯୋଗବାହୀ, ବାତନାଶକ ଓ ତ୍ରିଦୋଷଘ୍ନ।] — [ଦ୍ର—ଏହି ଗଛ ହିମାଳୟର ଅଳ୍ପ ଶୀତଳ ସ୍ଥାନରେ ହୁଏ ଏହାର ପତ୍ର ବେଗୁନିଆ ପତ୍ରପରି, ଏହାର ଚେର ବାଛୁରିର ନାଭି ପରି, ଏ ବୃକ୍ଷ ପାଖେ ଅନ୍ୟ ଗଛ ଉଧାଏ ନାହଁ ଏହାର ଚେର ବିଷ ଏହିର ଚେର3ଦିନ ଗୋମୂତ୍ରରେ ସିଝାଇ, ଛାଲ କାଢ଼ି ସୋରିଷ ତେଲରେ ବତୁରାଇ ରଖିଲେ ଏହା ଶୋଧିତ ହୁଏ ଉପଯୁକ୍ତ ମାତ୍ରାରେ ଏହା ରସାୟନ, ଯୋଗବାହୀ, ବାତନାଶକ ଓ ତ୍ରିଦୋଷଘ୍ନ]