ବତ୍ସ କାମ Batsa kāma

  • ସଂ. ବି. ପୁଂ—(ବହୁବ୍ରୀହି; ବତ୍ସ ଅର୍ଥାତ୍ ସନ୍ତାନ ହୋଇଅଛି କାମନା ଯାହାର) — ସନ୍ତାନାଭିଳାଷୀ — Wishing to get a child born to oneself