ବତି Bati
- ଦେ. ବି. (ସଂ ବର୍ତ୍ତି, ପ୍ରା. ବତ୍ତି) — ଶଳିତା; ବଳିତା — A wick
- ଦେ. ବି. (ସଂ ବର୍ତ୍ତି, ପ୍ରା. ବତ୍ତି) — [ଦ୍ର—ସୂତା, ତୁଳା ବା କନାକୁ ବଳି ବତି ପ୍ରସ୍ତୁତ କରାଯାଏ; କାଚର ଲାମ୍ପ୍ ଓ ଲଣ୍ଟନ ଆଦିରେ ଜଳିବାପାଇଁ ମୋଟ ଫିତା ଆକାରର ବତି କଳରେ ବୁଣାଯାଏ।]
- ଦେ. ବି. (ସଂ ବର୍ତ୍ତି, ପ୍ରା. ବତ୍ତି) — ମହମ ବତୀ — Candle
- ଦେ. ବି. (ସଂ ବର୍ତ୍ତି, ପ୍ରା. ବତ୍ତି) — ପ୍ରଦୀପ — Lamp