ବତାସି କୁଟା Batāsi kuṭā

  • ପ୍ରାଦେ. (ଗଡ଼ଜାତ) ବି. — (ବତାସରେ ବା ପବନରେ ଗୋଟି ଗୋଟି ହୋଇ ଉଡ଼ି ଯାଇଥିବା କୁଟାର ଭାବରୁ) ସରୁ କୁଟା — Thin or slender straw
  • ପ୍ରାଦେ. (ଗଡ଼ଜାତ) ବି. — (ଯଥା—ସେ ଚିନ୍ତାରେ ବତାସୀ କୁଟା ପରି ଦିଶିଲାଣି।)