ବତାସ Batāsa

  • ଦେ. ବି (ସଂ. ବାତ) — ପବନ — Wind
  • ଦେ. ବି (ସଂ. ବାତ) — ପ୍ରଚଣ୍ଡ ବାୟୁ; ବାଆ; ତୋଫାନ — Storm; hurricane
  • ଦେ. ବି (ସଂ. ବାତ) — ବଡ଼ହୋଇ ବହିଲା ବତାସ ଗୋଟିଏ କୃଷ୍ଣସିଂହ. ମହାଭାରତ. ବନ.
  • ଦେ. ବି (ସଂ. ବାତ) — ଏକପ୍ରକାର ବନ୍ୟଗଛ ଓ ତାହାର ନରଖାଦ୍ୟ ଫଳ — A kind of wild tree and its edible fruit
  • ଦେ. ବି (ସଂ. ବାତ) — [ଦ୍ର—ଏହା ଗୁଣରେ ନାରଙ୍ଗ ତୁଲ୍ୟ—ଦ୍ରବ୍ୟଗୁଣ କଳ୍ପଦ୍ରୁମ।]