ବତାଇବା Batāibā
- ଦେ. କ୍ରି. (ସଂ. ବ୍ୟକ୍ତ; ସଂ. ବାର୍ତ୍ତା) — ସୂଚନା କରିବା — To indicate; to hint
- ଦେ. କ୍ରି. (ସଂ. ବ୍ୟକ୍ତ; ସଂ. ବାର୍ତ୍ତା) — ବାନରୀ ନେତ୍ର ପ୍ରାନ୍ତ ବତାଇବା ସଙ୍କେତ ସ୍ଥଳକୁ କଲି ଅଭିସାରକୁ ଯେ। କବିସୂର୍ଯ୍ୟ. ସଙ୍ଗୀତ।
- ଦେ. କ୍ରି. (ସଂ. ବ୍ୟକ୍ତ; ସଂ. ବାର୍ତ୍ତା) — ଶିଖାଇ ଦେବା; ଶିକ୍ଷା ଦେବା — To teach; to instruct
- ଦେ. କ୍ରି. (ସଂ. ବ୍ୟକ୍ତ; ସଂ. ବାର୍ତ୍ତା) — କୁଜୀ ଆଉ ଆଉ କଥାମାନ ଭଲ କରି ବତାଇ ଦେଲା। ନୀଳକଣ୍ଠ ପିଲାଙ୍କ ରାମାୟଣ।
- ଦେ. କ୍ରି. (ସଂ. ବ୍ୟକ୍ତ; ସଂ. ବାର୍ତ୍ତା) — ବୁଝାଇ ଦେବା — To explain
- ଦେ. କ୍ରି. (ସଂ. ବ୍ୟକ୍ତ; ସଂ. ବାର୍ତ୍ତା) — ମୋତେ ବସାଇ ତାହା ବତାଇ କହିଲେ। କୃଷ୍ଣସିଂହ. ମବହାଭାରତ ବନ।
- ଦେ. କ୍ରି. (ସଂ. ବ୍ୟକ୍ତ; ସଂ. ବାର୍ତ୍ତା) — (ବାଟ) ଦେଖାଇବା — To direct or show (the way)
- ଦେ. କ୍ରି. (ସଂ. ବ୍ୟକ୍ତ; ସଂ. ବାର୍ତ୍ତା) — ପରାମର୍ଶ ଦେବା — To advise
- ଦେ. କ୍ରି. (ସଂ. ବ୍ୟକ୍ତ; ସଂ. ବାର୍ତ୍ତା) — ନ ବତାଇଲେ ତୁ ସୁଖ ରାହା। କବିସୂର୍ଯ୍ୟ, କିଶୋରୀଚମ୍ପୂ ଞ ଗୀତ ।
- ଦେ. କ୍ରି. (ସଂ. ବ୍ୟକ୍ତ; ସଂ. ବାର୍ତ୍ତା) — (ବ୍ୟଙ୍ଗ) ସମସ୍ତ ମନକଥା ଖୋଲି କହି ଗାଳି ଦେବା; ଅପ୍ରିୟ ସତ୍ୟ କହିବା — (ironical) to speak unpleasant truths
- ଦେ. କ୍ରି. (ସଂ. ବ୍ୟକ୍ତ; ସଂ. ବାର୍ତ୍ତା) — ମୁଁ ନୁହେଁ ଘରବୁଡ଼ା; ବତାଇବାକୁ ଛିଡ଼ା ହୋଇଛି ବତାଇବି ଭଲେ ହେ କବିସୂର୍ଯ୍ୟ. କବିତା।
- ଦେ. କ୍ରି. (ସଂ. ବ୍ୟକ୍ତ; ସଂ. ବାର୍ତ୍ତା) — (ଲକ୍ଷଣାର୍ଥ) ନିର୍ଭୀକଭାବରେ ପ୍ରତ୍ୟୁତ୍ତର ଦେବା — (figurative) To retort boldly