ବଣ୍ଡ୍ରିଆ Baṇṭ-riā

  • ପ୍ରାଦେ. (ସମ୍ବଲପୁର) ବି — ସ୍ତ୍ରୀଲୋକମାନେ ହାତରେ ଯେଉଁ ଖଡ଼ୁ ପରି ଅଳଙ୍କାର ପିନ୍ଧନ୍ତି — A kind of bracelet
  • ପ୍ରାଦେ. (ସମ୍ବଲପୁର) ବି — [ଦ୍ର—ଏହା କତରିଆ ସଙ୍ଗେ ପିନ୍ଧାଯାଏ।]