ବଣିଜାର Baṇijāra

  • ଦେ. ବି—(ସଂ. ବଣିଜ) — ବଣିକ୍ — Merchant; trader
  • ଦେ. ବି—(ସଂ. ବଣିଜ) — ଯେମନ୍ତ ବଣିଜାରମାନେ, ଅର୍ଥ ଅର୍ଜନ ଲୋଭ ମନେ। ଜଗନ୍ନାଥ. ଭାଗବତ। ଏହି ସମୟରେଟି ବଣିଜାରୁ ବଳ। କୃଷ୍ଣସିଂହ. ମହାଭାରତ ବନ।