ବଣିଗ୍ବହ Baṇigbaha

  • ସଂ. ବି—(ବଣିଜ୍+ବହ୍ ଧାତୁ=ବହନ କରିବା+କର୍ତ୍ତୃ. ଅ) ଉଷ୍ଟ୍ର; ଉଟ — Camel
  • ସଂ. ବି—(ବଣିଜ୍+ବହ୍ ଧାତୁ=ବହନ କରିବା+କର୍ତ୍ତୃ. ଅ) [ଦ୍ର—ପୂର୍ବକାଳରେ ଉଷ୍ଟ୍ରପୃଷ୍ଠରେ ପଣ୍ୟ ଦ୍ରବ୍ୟ ବୁହା ହୋଇ ଦୂର ଦେଶ ସହିତ ବାଣିଜ୍ୟ ଚଳୁଥିଲା।]