ବଣିଆତି ବେଭାର Baṇiāti bebhāra

  • ଦେ. ବି—(ସଂ. ବାଣିଜ୍ୟ+ବ୍ୟାପାର) — ବଣିଆର ବ୍ୟବସାୟ — Goldsmith's profession or occupation
  • ଦେ. ବି—(ସଂ. ବାଣିଜ୍ୟ+ବ୍ୟାପାର) — ଓଷଧି ଓ ମସଲା ବେପାର — Trade in spices and drugs