ବଣିଆ ଝାଟି Baṇiā jhāṭi
- ପ୍ରାଦେ. (ବାଲେଶ୍ୱର) ବି — ବଡ଼ ବଡ଼ ଏବଂ ଲୋମଶ ପତ୍ରବିଶିଷ୍ଟ ଏକପ୍ରକାର ନାତିବବୃହତ୍ ଗୁଳ୍ମ — A middle-sized shrub having big furry leaves
- ପ୍ରାଦେ. (ବାଲେଶ୍ୱର) ବି — [ଦ୍ର—ଏଥିର ପତ୍ରରେ ଏକପ୍ରକାର ଗନ୍ଧ ଅଛି। ଏହାର ଫୁଲ ଧଳା ଏବଂ ଫୁଲର ଡେମ୍ଫ ନାଲି; ପେନ୍ଥା ପେନ୍ଥା ହୋଇ ଫୁଟେ।]