ବଣ ରାଶି Baṇa rāṡi

  • ଦେ. ବି — ବିନା କୃଷିରେ ଉତ୍ପନ୍ନ ରାଶି — Wild sesamum
  • ଦେ. ବି — [ଦ୍ର—ଏହା ବୁଦ୍ଧିବର୍ଧକ ଓ ଧାତୁ କ୍ଷୟ କାରକ—ଦ୍ରବ୍ୟଗୁଣ କଳ୍ପଦ୍ରୁମ।]