ବଣ ମେଥି Baṇa methi

  • ଦେ. ବି. (ସଂ. ବନ ମେଥିକା) — ମେଥି ପରି ଏକ ପ୍ରକାର ବନ୍ୟ ଶସ୍ୟ ଗୁଳ୍ମ (ଏହାର ଫଳ ମେଥି ପରି) — Crotalaria Albidia; Melilotus Parviflora