ବଣ ମଣିଷ Baṇa maṇisha
- ଗ୍ରା. ବି.—(ସଂ. ବନ+ମନୁଷ୍ୟ) — ମନୁଷ୍ୟ ପରି ଏକ ପ୍ରକାର ମାଙ୍କଡ଼; ଓରାଙ୍ଗ୍ ଓଟାଙ୍ଗ୍ — Chipanzee; the orang otang
- ଗ୍ରା. ବି.—(ସଂ. ବନ+ମନୁଷ୍ୟ) — [ଦ୍ର—ଏମାନେ ଜାବା, ବୋର୍ଣ୍ଣିଓ ଆଦି ଦ୍ୱୀପରେ ଥାଆନ୍ତି ଓ ବଣରେ ବସା ତିଆରି କରି ରହନ୍ତି।]
- ଗ୍ରା. ବି.—(ସଂ. ବନ+ମନୁଷ୍ୟ) — ବଣରେ ବାସ କରୁଥିବା ଅସଭ୍ୟ ବ୍ୟକ୍ତି; ଜଙ୍ଗଲି ଲୋକ — Wild tribe; aborigine; uncivilized person
- ଗ୍ରା. ବି.—(ସଂ. ବନ+ମନୁଷ୍ୟ) — ଭଦ୍ର ସମାଜର ରୀତି ନ ଜାଣିଥିବା ଲୋକ — A person ignorant of the rules of polished society