ବଣ ବୁଦା Baṇa budā (See)
- ଦେ. ବି. (ଭିନ୍ନାର୍ଥବୋଧକ ସହଚର ଶବ୍ଦଦ୍ୱୟ) — ବଡ଼ ଓ ଛୋଟ ଗଛର ଅରଣ୍ୟ — Forest consisting of trees and bushes growing in an inter- mingled manner
- ଦେ. ବି. (ଭିନ୍ନାର୍ଥବୋଧକ ସହଚର ଶବ୍ଦଦ୍ୱୟ) — [ଦ୍ର—ବଡ଼ ଗଛର ସମଷ୍ଟିକୁ ଅରଣ୍ୟ ଓ ଛୋଟ ଗଛର ସମଷ୍ଟିକୁ ବୁଦା କହନ୍ତି।]