ବଣ ଭୁଆ Baṇa bhuā

  • ଦେ. ବି. (ସଂ. ବନ ବିଡାଳ) — ବନ ମାର୍ଜ୍ଜାର; କଟାସ — Wild cat
  • ଦେ. ବି. (ସଂ. ବନ ବିଡାଳ) — [ଦ୍ର—ଏମାନେ ବର୍ଷା ଋତୁରେ ବାଡ଼ିରେ ବୋବାଇବାର ଶୁଣାଗଲେ ପିଲାମାନେ ଘରେ ଥାଇ ଚିତ୍କାର କରନ୍ତି 'ଢୁ ? କି, ଭୁଷ'?। ବଣଭୁଆ ଯେବେ 'ଢୁ' ଶବ୍ଦ କରେ ତେବେ ପିଲାଏ କହନ୍ତି ଯେ ନିକଟରେ ଖୁବ୍ ଢୁ ଢୁ ବର୍ଷା ହେବ; ଯେବେ 'ଭୁଷ୍' ଶବ୍ଦ କରେ ତେବେ କହନ୍ତି ବର୍ଷା ଛାଡ଼ି ଯିବ।]