ବଣ ପୋଟଳ Baṇa poṭaḻa

  • ଦେ. ବି. (ସଂ. ବନ+ପଟୋଳ) — ଏହା ଏକପ୍ରକାର କଇଞ୍ଚିକାକୁଡ଼ି ପରି ଫଳବିଶିଷ୍ଟ ଲତା — A Kind of creeper bearing fruits resembling coccinear Indica; wild Liquorice creeper
  • ଦେ. ବି. (ସଂ. ବନ+ପଟୋଳ) — [ଦ୍ର—ଏହା ପିତା ଓ ମଧୁର ଭେଦରେ ଦୁଇ ପ୍ରକାର।]