ବଣ ନେଳୀ Baṇaneḻī

  • ଦେ. ବି. (ସଂ. ବନନୀଳ) — କୃଷିବିନା ଉତ୍ପନ୍ନ ନୀଳଗୁଳ୍ମ — Indigo plant growing wild
  • ଦେ. ବି. (ସଂ. ବନନୀଳ) — [ଦ୍ର—ଏହାର ମୂଳର କ୍ୱାଥ ଓ ପ୍ରଲେପ ସକଳପ୍ରକାର ବିଷନାଶକ; ଏହାର ଅନ୍ୟନ୍ୟ ଗୁଣ ନୀଳଗଛ ପରି— ଦ୍ରବ୍ୟଗୁଣ କଳ୍ପଦ୍ରୁମ।]