ବଣ ତୁଳସୀ Baṇa tuḻsī

  • ଦେ. ବି. (ସଂ. ବନ+ତୁଳସୀ) — ବନଜାତ ଏକ ପ୍ରକାର ସୁଗନ୍ଧପତ୍ରଯୁକ୍ତ ଗୁଳ୍ମ — A kind of wild plant with scented leaves; Perilla Ocimoides (Haines); Assimum Basilicum
  • ଦେ. ବି. (ସଂ. ବନ+ତୁଳସୀ) — [ଦ୍ର—ଏହା ସାନ ବଡ଼ ଭେଦରେ ଦୁଇ ପ୍ରକାର ଏବଂ ଏହାର ଗୁଣ ବର୍ବରୀ ପରି—ଦ୍ରବ୍ୟଗୁଣ. କଳ୍ପ ଦ୍ରୁମ]