ବଣ ଜୀରା Baṇa jīrā

  • ଦେ. ବି. (ସଂ. ବନ ଜୀର) — ବନଜାତ ଜୀରକବିଶେଷ; ବଡ଼ ଜୀରା — A sort of wild cumin seed; Purple fleabane; Veruonia Anthelmentica
  • ଦେ. ବି. (ସଂ. ବନ ଜୀର) — [ଦ୍ର—ଏହା ଉଷ୍ଣବୀର୍ଯ୍ୟ, କଟୁ— କଷାୟ; ଏହା ସ୍ତମ୍ଭ ବାତ, କଫରୋଗ ଓ ବ୍ରଣ ରୋଗରେ ଉପକାରୀ।]