ବଣ ଚମ୍ପା Baṇa champā

  • ଦେ. ବି — ଏକଜାତୀୟ ବନ୍ୟ ପୁଷ୍ପକ୍ଷୁପ — A kind of wild flowering shrub
  • ଦେ. ବି — [ଦ୍ର—ଏହାର ମୂଳର କ୍ୱାଥ ଶୀତଳ, ବୀର୍ଯ୍ୟବର୍ଦ୍ଧକ, ବଳକାରକ ଏବଂ ଲଘୁ—ଦ୍ରବ୍ୟଗୁଣ କଳ୍ପଦ୍ରୁମ।]