ବଣ ଗୁଆ Baṇa guā

  • ଦେ. ବି — ଏକପ୍ରକାର ବନ୍ୟଗୁଳ୍ମ ଓ ତହିଁର ଫଳ — A kind of wild plant and its fruit
  • ଦେ. ବି — [ଦ୍ର—ଏହା କଷାୟ ରସ, ଅରୋଚକ, କଫକାରକ ବାତନାଶକ, ବିରେଚକ ଓ ବଳବର୍ଦ୍ଧକ— ଦ୍ରବ୍ୟଗୁଣ କଳ୍ପଦ୍ରୁମ।]