ବଣ କୋଦୁଆ Baṇa koduā

  • ଦେ. ବି. (ସଂ. ବନ କୋଦ୍ରବ) — ବିନା କୃଷିରେ ଉତ୍ପନ୍ନ କ୍ଷୁଦ୍ର ଶସ୍ୟବିଶେଷ — Paspalum Scrobiculatum; Punctured Paspalum
  • ଦେ. ବି. (ସଂ. ବନ କୋଦ୍ରବ) — [ଦ୍ର—ବୈଦ୍ୟକମତରେ ଏହା ଉଷ୍ଣବୀର୍ଯ୍ୟ, ଗ୍ରାହୀ ଓ ଅତ୍ୟନ୍ତି ବାତଜନକ—ଦ୍ରବ୍ୟଗୁଣ।]