ବଣ କୁକୁଡ଼ା Baṇa kukuṟḍ̠ā

  • ଦେ. ବି. (ସଂ. ବନ୍ୟ କୁକ୍କୁଟ) — ବଣରେ ମିଳିବା କୁକ୍କୁଟ — Wild cock; the red jungle fowl; Gallus; Kaly Gennaeous Albicristatus
  • ଦେ. ବି. (ସଂ. ବନ୍ୟ କୁକ୍କୁଟ) — [ଦ୍ର—ଏହାର ମାଂସ ଲଘୁ, ରୋଚକ, ବାତପିତ୍ତ ନାଶକ, ବଳବୀର୍ଯ୍ୟ ବର୍ଦ୍ଧକ ଏବଂ କଫକାରକ—ଦ୍ରବ୍ୟଗୁଣ କଳ୍ପଦ୍ରୁମ।]