ବଣ କଦଳୀ Baṇa kadaḻī

  • ଦେ. ବି. (ସଂ. ବନ୍ୟ ଓ କଦଳୀ) — ଏକ ପ୍ରକାର ଧାନ — A variety of paddy
  • ଦେ. ବି. (ସଂ. ବନ୍ୟ ଓ କଦଳୀ) — ବଣରେ ହେବା କଦଳୀ ବୃକ୍ଷ — A species of wild plantain
  • ଦେ. ବି. (ସଂ. ବନ୍ୟ ଓ କଦଳୀ) — [ଦ୍ର—ଏହାର ଫଳ କାଠିଆ କଦଳୀ ପରି; ପାଚିଲେ ଏହାକୁ ଖାଆନ୍ତି। ଫଳ ଭିତରେ କପା ମଞ୍ଜି ପରି ଏକ ଗୁଚ୍ଛ ମଞ୍ଜି ଥାଏ।]