ବଡ୍ରି ବାଣ Baṟḍ̠-ri-bāṇa

  • ପ୍ରାଦେ. (ବାଲେଶ୍ୱର) ବି — ଢାଲସୁପାରି କୁହୁକରେ ବ୍ୟବହୃତ ଏକ ପ୍ରକାର ମନ୍ତ୍ର — A mystic formula used in the Dhālasupāri magical performance
  • ପ୍ରାଦେ. (ବାଲେଶ୍ୱର) ବି — [ଦ୍ର—ଏଥିରେ ମୁଠାଏ ବାଲିକୁ ମନ୍ତ୍ର ପଢ଼ି ଫୋପାଡ଼ିଲେ ତାହା ବିରୁଡ଼ି ପରି ଯାଇ ଶତ୍ରୁକୁ ଆକ୍ରମଣ କରେ।]