ବଡ଼ ଅଳାଇଚ Baṟḍ̠a aḻāicha

  • ଦେ. ବି. (ସଂ. ବୃହତ୍+ଏକା) — ଏକ ଜାତୀୟ ଦାନାଦାର ମସଲା; ଅଳେଇଚ — Amomum Subulatum Cardamon
  • ଦେ. ବି. (ସଂ. ବୃହତ୍+ଏକା) — [ଦ୍ର—ବଡ଼ ଅଳେଇଚକୁ ଅଳେଇଚ ଓ ଛୋଟ ଅଳେଇଚକୁ ଗୁଜୁରାତି କହନ୍ତି।]