ବଟ୍ଟା ଖାତା Baṭṭā khātā

  • ଦେ. ବି — (ମହାଜନୀ କାରବାର) ମହାଜନମାନଙ୍କର ଯେଉଁ ଖାତାରେ ଲୋକସାନ ହୋଇଥିବା ଧନ ଓ ଖାତକଠାରେ ବୁଡ଼ିଯିବା ଧନର ହିସାବ ଓ ତାଲିକା ଲେଖାଯାଏ — Merchant's account book in which losses and irrecoverable amounts are enumerated and entered