ବଟ୍ (ଧାତୁ) Baṭ (root)

  • ସଂ. — ବେଷ୍ଟନ କରିବା — To surround
  • ସଂ. — ଆଚ୍ଛାଦନ କରିବା — To cover
  • ସଂ. — ବ୍ୟାପିବା — To extend over
  • ସଂ. — ଉକ୍ତି କରିବା; କହିବା — To speak