ବଟି Baṭi
- ଦେ. ବି— (ସଂ. ବାର୍ତ୍ତା, ପ୍ରା, ବାଟ୍ଟ=ଦ୍ରବ୍ୟ ପ୍ରସ୍ତୁତ କରିବା ମଜୁରୀ) — ମୁଦ୍ରା ଭଙ୍ଗାଇବା ନିମନ୍ତେ ଦେୟ ଶୁଳ୍କ। — Commission paid for exchanging one sort of coin into another
- ଦେ. ବି— (ସଂ. ବାର୍ତ୍ତା, ପ୍ରା, ବାଟ୍ଟ=ଦ୍ରବ୍ୟ ପ୍ରସ୍ତୁତ କରିବା ମଜୁରୀ) — ମାସୁଲ; ଶୁଳ୍କ; ଟିକସ — Tax; cess; customs
- ଦେ. ବି— (ସଂ. ବାର୍ତ୍ତା, ପ୍ରା, ବାଟ୍ଟ=ଦ୍ରବ୍ୟ ପ୍ରସ୍ତୁତ କରିବା ମଜୁରୀ) — (ଯଥା—ଶଗଡ଼ ବଟୀ=ଶଗଡ଼ ଗାଡ଼ି କେତେକ ସମୟ ଅନ୍ୟ ବ୍ୟକ୍ତିର ଜମିରେ ବିଶ୍ରାମ କଲେ ଭୁସ୍ୱାମୀକୁ ଶକଟ ସ୍ୱାମୀ ଦେବା ଶୁଳ୍କ।)
- ଦେ. ବି— (ସଂ. ବାର୍ତ୍ତା, ପ୍ରା, ବାଟ୍ଟ=ଦ୍ରବ୍ୟ ପ୍ରସ୍ତୁତ କରିବା ମଜୁରୀ) — (ଆଦରାର୍ଥକ) ବଟକୃଷ୍ଣର ଡାକନାମ — A name for calling Baṭakṛshṇā