ବଟାବଟି କରିବା Baṭā baṭi karibā

  • ଦେ. କ୍ରି — ଭଣ୍ଡାଇବା; ମିଛ କଥା କହି କୌଣସି ବ୍ୟକ୍ତିକୁ ବୋଧସୋଧ କରାଇବା — To inveigle; to satisfy by hook or crook
  • ଦେ. କ୍ରି — ଠକିବା — To cheat