ବଟା ନମ୍ବର Baṭā nambara
- ବୈଦେ. ବି. (ହିନ୍ଦୀ; ସେଟ୍ଲ୍ମେଣ୍ଟରେ ବ୍ୟବହୃତ ଶବ୍ଦ) — ଏକ ଖଣ୍ଡ କ୍ଷେତ୍ରରୁ ଗୋଟିଏ ଅଂଶ ବାହାର କରି ନେଲେ ଅସଲ କ୍ଷେତ୍ରର ପ୍ରଥମେ ଯେଉଁ ନମ୍ବର ଥାଏ ତହିଁ ତଳେ ଭଗ୍ନାଂଶ ଦେଇ ନୂତନ କ୍ଷେତ୍ରକୁ ଚିହ୍ନଟ କରାଯିବା ନମ୍ବର; ଫ୍ରାକ୍ସନ୍ ନମ୍ବର — A fractional number given to a plot of land carved out and separated from a bigger plot of land having an original number