ବଟ ପତ୍ରୀ Baṭa patrī
- ସଂ. ବି. (ବୈଦ୍ୟକ) — ପାଷାଣ ଭେଦୀ ଜାତୀୟ ଏକ ପ୍ରକାର ଗୁଳ୍ମ — A sort of herb; Lycopidium; Colcus Amboinicus
- ସଂ. ବି. (ବୈଦ୍ୟକ) — [ଦ୍ର—ଏହା କଷାୟ ରସ, ଶୀତଳ, ପିଚ୍ଛଳ, ଅଗ୍ନିବର୍ଦ୍ଧକ, ବଳ— କାର, ହଦ୍ରୁନାଶକ ଓ ମେହ, ମୂତ୍ରୃକୃଚ୍ଛ, ବ୍ରଣ ଓ ଯୋନି ରୋଗରେ ଔଷଧ ରୂପରେ ବ୍ୟବହୃତ ହୁଏ।]