ବଞ୍ଚାଇ କହିବା Ban̄chāi kahibā
- ଦେ. କ୍ରି — (ଲକ୍ଷଣାର୍ଥ) ପ୍ରତାରିତ କରିବା — To deceive
- ଦେ. କ୍ରି — ବଞ୍ଚାଇ କହିବଟି ସେ କଥା ତାହାଙ୍କୁ—କୃଷ୍ଣସିଂହ. ମହାଭାରତ. ଆଦି।
- ଦେ. କ୍ରି — ପରୋକ୍ଷ ଭାବରେ କୌଣସି ବିଷୟ କହିବା — To say a thing indirectly
- ଦେ. କ୍ରି — କୌଣସି ବ୍ୟକ୍ତିକୁ ଦୋଷଭାଗୀ ନ କରିବା ପରି କଥା କହିବା — To speak in such a manner so as to save a person from blame