ବଜ୍ରାସ୍ତ୍ର Bajrāstra
- ସଂ. ବି.—(ବଜ୍ର+ଅସ୍ତ୍ର; ରୂପକ) — ତଡ଼ିତାସ୍ତ୍ର — Electric weapon
- ସଂ. ବି.—(ବଜ୍ର+ଅସ୍ତ୍ର; ରୂପକ) — ଇନ୍ଦ୍ରଙ୍କର ଅସ୍ତ୍ର; ଅଶନି — Thunderbolt; the weapon of Indra
- ସଂ. ବି.—(ବଜ୍ର+ଅସ୍ତ୍ର; ରୂପକ) — ଆଗ୍ନେୟାସ୍ତ୍ର (ଯଥା—ତୋପ, ବନ୍ଧୁକ।) — Firearm; gun, cannon etc