ବଜ୍ରାଚାର୍ୟ୍ୟ Bajrāchārj̄ya
- ସଂ. ବି. — ନେପାଳୀ ବୌଦ୍ଧମାନଙ୍କ ମତରେ ତାନ୍ତ୍ରିକ ବୌଦ୍ଧ ଆଚାର୍ଯ୍ୟ, ଯାହାକୁ ତିବ୍ବତରେ ଲାମା କହନ୍ତି — The great Buddhist priest, the Lama
- ସଂ. ବି. — [ଦ୍ର—ଏ ଗୃହସ୍ଥ ହୁଅନ୍ତି ଓ ପରିବାର ସହ ବିହାରରେ ବାସ କରି ପାରନ୍ତି। ନେପାଳ ଓ ତିବ୍ବତରେ ଏହାଙ୍କର ଖୁବ୍ ସମ୍ମାନ୍, (ହି. ଶବ୍ଦସାଗର)।]