ବଜ୍ର ମୂଳି Bajra mūḻi
- ଦେ. ବି. — ଜବାଦି ବର୍ଗର କ୍ଷୁପବିଶେଷ; ଔଷଧ ଗୁଳ୍ମବିଶେଷ — A medicinal plant; Sida Cordifolia, Penicillaria Spicata
- ଦେ. ବି. — [ଦ୍ର—ଏହାର ପତ୍ରର ମୂଳ ପାନ ପତ୍ରର ମୂଳ ପରି। ପତ୍ର ସୂଷ୍ମ ଲୋମଶ। ଫୁଲ ହଳଦିଆ। ପାଚିଲା ଫଳ ଫାଟି ଗଲେ 10 ଖଣ୍ଡ ହୋଇଯାଏ। ଏହାର ଆଉ ତିନି ଗୋଟି ପ୍ରକାର ଅଛି। 1 । ନାଲି—ସଂ. ଅତିବଳା। ବଂ. ଲାଇ ବେଡେଲା। ଇଂ. — [ଦ୍ର—ଏହାର ପତ୍ରର ମୂଳ ପାନ ପତ୍ରର ମୂଳ ପରି ପତ୍ର ସୂଷ୍ମ ଲୋମଶ ଫୁଲ ହଳଦିଆ ପାଚିଲା ଫଳ ଫାଟି ଗଲେ10ଖଣ୍ଡ ହୋଇଯାଏ ଏହାର ଆଉ ତିନି ଗୋଟି ପ୍ରକାର ଅଛି1 ନାଲି—ସଂ. ଅତିବଳା ବଂ. ଲାଇ ବେଡେଲା ଇଂ.Sida Rhombifolia.2 ଧଳା—ସଂ. ମହାବଳା ବଂ. ଶ୍ୱେତ ବେଡ଼େଲା ଇଂ.Sida Rhomboidia.3 ଗୋରଖ ଚାଉଳିଆ—ସଂ. ନାଗବଳା ବଂ. ଗୋରଖ ଚାଉଲା ଇଂ.Sida Spinosa.]