ବଜ୍ର ମୁଷ୍ଟି Bajra mushṭi

  • ସଂ. ବି. (ବହୁବ୍ରୀହି; ବଜ୍ର+ ମୁଷ୍ଟି) — ଇନ୍ଦ୍ର (ହି. ଶ.) — Indra
  • ସଂ. ବି. (ବହୁବ୍ରୀହି; ବଜ୍ର+ ମୁଷ୍ଟି) — ରାକ୍ଷସବିଶେଷ (ହି. ଶ.) — Name of a demon
  • ସଂ. ବି. (ବହୁବ୍ରୀହି; ବଜ୍ର+ ମୁଷ୍ଟି) — ଜଙ୍ଗଲୀ ଓଲୁଆ (ହି. ଶ) — Wild arum