ବଜ୍ର ବାରଣ Bajra bāraṇa
- ଦେ. ବି. (ସଂ. ବଜ୍ର+ ବାରଣ) — ଉଚ୍ଚ କୋଠା ଆଦିକୁ ବଜ୍ରପାତରୁ ରକ୍ଷା କରିବା ପାଇଁ ତହିଁ ଉପରେ ଲଗାଯିବା ଲୁହାର ଜାଲୀ ବା ଶଳାକା — Lighting conductor rods attached to high buildings as a safeguard against thunderstroke
- ଦେ. ବି. (ସଂ. ବଜ୍ର+ ବାରଣ) — ମନସା ସିଝୁ (ଦେଖ) — Manasā sijhu (See)