ବଜ୍ର ବାରକ Bajra bāraka
- ସଂ. ବି — ଛ ଜଣ ମହାତପା ଯେଉଁମାନଙ୍କ ନାମ ସ୍ମରଣ କଲେ ମନୁଷ୍ୟ ଉପରେ ବଜ୍ର ପଡ଼ିବାର ଭୟ ନ ଥାଏ — Six sages said to prevent thunder if their names are uttered at the time when raining clouds appear in the sky
- ସଂ. ବି — [ଦ୍ର—ଜୈମିନି, ସୁମନ୍ତ, ବୈଶମ୍ପାୟନ, ପୁଲସ୍ତ୍ୟ, ପୁଲହ ଓ ଜିଷ୍ଣୁ ଏହିମାନେ ବଜ୍ର ବାରକ ଅଟନ୍ତି।]