ବଜ୍ର ପାଣି Bajra pāṇi

  • ସଂ. ବିଣ. (ବହୁବ୍ରୀହି; ବଜ୍ର+ ପାଣି) — ବଜ୍ରାଧାରଣକାରୀ — Holding the Bajra
  • ସଂ. ବି. — ଇନ୍ଦ୍ର — Indra
  • ସଂ. ବି. — ବ୍ରାହ୍ମଣ (ହି. ଶ.) — Brāhmaṇa