ବଜ୍ର ପଞ୍ଜର Bajra pan̄jara

  • ସଂ. ବି — ସ୍ତୋତ୍ରବିଶେଷ; 2 । କବଚବିଶେଷ — ସ୍ତୋତ୍ରବିଶେଷ;2 କବଚବିଶେଷ— . A hymn; 2. An armour
  • ସଂ. ବି — ବଜ୍ର ପଞ୍ଜର କବଚ ସ୍ୱଗାତ୍ରରେ ପ୍ରଥମେ ଓଁ କାର ଦେଇ। ଭଞ୍ଜ. ବୈଦେହୀଶିଳାସ।