ବଜ୍ର ଧର Bajra dhara

  • ସଂ. ବି. ପୁଂ. (ଉପପଦ; ବଜ୍ର+ ଧୃ ଧାତୁ+ କର୍ତ୍ତୃ. ଅ) — ଇନ୍ଦ୍ର — The God Indra
  • ସଂ. ବିଣ. — ବଜ୍ରପାଣି (ଦେଖ) — Bajrapāṇi (See)