ବଜ୍ର ଦଂଷ୍ଟ୍ର Bajra daṁshṭra
- ସଂ. ବି. — (ନାମ) ରାବଣର ସେନାପତି ରାକ୍ଷସବିଶେଷ — Name of a demon general of Rābaṇa
- ସଂ. ବି. — ବଜ୍ର ଦଂଷ୍ଟ୍ରକୁ ନିବେଶିଲା ପୂର୍ବରେ ଦକ୍ଷିଣରେ ପ୍ରଶସ୍ତକୁ ସେ। ଭଞ୍ଜ. ବୈଦେହୀଶବିଳାସ।
- ସଂ. ବି. — ଇନ୍ଦ୍ରଗୋପ (ଦେଖ) — Indragopa (See)
- ସଂ. ବି. — ଭାଗବତ ଲିଖିତ ଅସୁର (ହି. ଶ.) — Name of a demon mentioned in the Bhāgabata